ଭାରତର ଚାପରେ ଚୀନ ଜାହାଜର ଆଗମନ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

କଲମ୍ବୋ: ଚୀନ୍‌ର ଜିୟାନଜିନ୍ ବନ୍ଦରରୁ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରକୁ ଆସୁଥିବା ବିଶାଳ ସର୍ବେକ୍ଷଣ ଜାହାଜକୁ ନେଇ ଭାରତ ସରକାର ଚିନ୍ତାରେ ଥିଲେ। ଏକ ଚୀନ କମ୍ପାନି ଦ୍ବାରା ପରିଚାଳିତ ହମ୍ବନତୋଟା ବନ୍ଦରକୁ ଆସୁଥିବା ଉକ୍ତ ଜାହାଜଟି ପ୍ରକୃତରେ ଏକ ଗୁପ୍ତଚର ଜାହାଜ ବୋଲି ଆଶଙ୍କା କରାଯାଉଛି। ଏ ନେଇ ଭାରତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାହାଜର ଶ୍ରୀଲଙ୍କା ଆଗମନ ଅନୁମତି ରଦ୍ଦ କରିବା ଲାଗି ଭାରତ ସରକାରଙ୍କ … Continue reading ଭାରତର ଚାପରେ ଚୀନ ଜାହାଜର ଆଗମନ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା